ରାଜ୍ୟ କଂଗ୍ରେସ ଭବନରେ ଭଙ୍ଗାରୁଜା ଘଟଣା । ଘଟଣାକୁ ନିନ୍ଦା କଲେ ଏଆଇସିସି ସମ୍ପାଦକ ଶରତ ରାଉତ। କହିଲେ ଦାୟିତ୍ଵ ସଠିକ୍ ତୁଲାଉ ନାହାନ୍ତି ନିରଞ୍ଜନ । ଏହାକୁ ଦୃଢ଼ ହସ୍ତରେ ଦମନ କରିବା ଦରକାର, ନହେଲେ ଏହାଦ୍ବାରା କ୍ଷତି ହେବା ସହ ପଞ୍ଚାୟତ ନିର୍ବାଚନରେ ଦଳ କ୍ଷତି ସହିବ
#Bhubaneswar #Congress #CongressConflict #CongressBhawan #SaratRout #NiranjanPatnaik #Odisha #ArgusNews